ଓଡିଶା ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

Jun 20, 2024 - 22:38
 11
ଓଡିଶା ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ବର ପାଟିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଲୁକି ଇଣ୍ଡିଆ ଆପାର୍ଟମେଣ୍ଟର ୮ମ ମହଲାରେ ଥିବା ଏକ ଫ୍ଲାଟ୍ ରେ ଲାଗିଥିଲା ନିଆଁ। ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି। ତେବେ ଏସି ରେ ସର୍ଟ ସର୍କିଟ ହେବାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।