କୁଆଁର ପୁନେଇରେ ଚନ୍ଦ୍ର ଗ୍ରହଣ

Oct 10, 2023 - 17:02
 8
କୁଆଁର ପୁନେଇରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଅକ୍ଟୋବର ୨୮ ତାରିଖରେ କୁଆଁର ପୁନେଇ ଏବଂ ସେହି ଦିନ ପଡ଼ୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ। ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂଙ୍କ ସ୍ଵତନ୍ତ୍ର ନୀତିକାନ୍ତି। ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତି ୧ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ। ଗ୍ରହଣ ସର୍ବୋମୋକ୍ଷ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ।