ନବ ଦାସ ପ୍ରେକ୍ଷାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Oct 10, 2023 - 16:56
 34
ନବ ଦାସ ପ୍ରେକ୍ଷାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଝାରସୁଗୁଡା, ତାରିଖ-୧୦/୧୦/୨୦୨୩

         ଆଜି ବିଶ୍ୱ ମାନସିକ ଦିବସ ଅବସରରେ ଝାରସୁଗୁଡା ଜିଲ୍ଲା ରେ ନବ ଦାସ ପ୍ରେକ୍ଷାଳୟ ଠାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ନ୍ୟାୟିକ ପ୍ରାଧିକାରଣ  (DLSA),  ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ  ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ ଫୋରମ  ମିଳିତ ସହଯୋଗରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ଅବସରରେ ଏକ ମାନସିକ ସ୍ୱାସ୍ଥ୍ୟ ଜନ ସଚେତନତା ପଦଯାତ୍ରା ଝାରସୁଗୁଡା  ପୁରୁଣା ବସ ରହଣି ସ୍ଥଳରୁ ଆରମ୍ଭ କରି ନବ ଦାସ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଚାଲିଥିଲା ଏହି କ୍ରଯ୍ୟକ୍ରମକୁ ଝାରସୁଗୁଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଙ୍କେଶ୍ୱର ଅମାତ, ରାଜସ୍ବ  ନ୍ୟାୟିକ ସେବା ପ୍ରାଧିକାରଣ ବିଭାଗ  ସେକ୍ରେଟେରୀ ନେହା ଦାସ, . ଡି ଏମ.  ଶ୍ରୀମତୀ ସୁପ୍ରଭା ବାରିକ , ଡି. ପି.ଏମ ବୁଲୁନାଥ ସାହୁ  ପତାକା ହଲାଇ ଶୁଭାରମ୍ଭ କରିଥିଲେଝାରସୁଗୁଡା ଜିଲ୍ଲାର  ପି.କେ.ଏସ.ଏସ ଡିଗ୍ରୀ ମହାବିଦ୍ୟାଳୟ, ପି. କେ.ଏସ.ଏସ ଜୁନିଅର ମହାବିଦ୍ୟାଳୟ, ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଝାରସୁଗୁଡା  ଝାରସୁଗୁଡା ନର୍ସିଂ ମହାବିଦ୍ୟାଳୟ, ବେହେରାମାଲର  ଛାତ୍ର ଛାତ୍ରୀ,  ଝାରସୁଗୁଡା  ଯୁବସମାଜ  ଅନ୍ୟାନ୍ୟ  ସାମାଜିକ କର୍ମୀ, ବୁଦ୍ଧିଜୀବୀ ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ  କରିଥିଲେ

ଏହା ସହିତ ପିପୁଲସ ଫୋରମର ସମସ୍ତ ଥଇଥାନ କେନ୍ଦ୍ର ଗୁଡିକରୁ ଉଭୟ କର୍ମଚାରୀ  ଅନ୍ତେବାସୀ, ଅନ୍ତେବାସିନୀ ମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ

ପଦଯାତ୍ରା ସାରି ବେହେରାମାଲ ଠାରେ ଥିବା ନବ ଦାସ ପ୍ରେକ୍ଷାଳୟ ଠାରେ ଏକ ସଭା  ଆୟୋଜନ କରାଯାଇଥିଲା ଉତ୍କ ସଭାରେ ଝାରସୁଗୁଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଙ୍କେଶ୍ୱର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟ ଅତିଥି ମାନେ ହେଲେ ଜିଲ୍ଲା ନ୍ୟାୟିକ ପ୍ରାଧିକାରଣ  ସଚିବ ନେହା ଦାସ, . ଡି ଏମ.  ଶ୍ରୀମତୀ ସୁପ୍ରଭା ବାରିକ, ଶିକ୍ଷାବିତ ତଥା ସମାଜ ସେବୀ କବିତା ପଣ୍ଡା, ଜିଲ୍ଲା ସମାଜ ସୁରକ୍ଷା ଅଧିକରିଣୀ ଶ୍ରୀମତୀ ଗୋପଲଷ୍ମୀ ହୋତା, ଜିଲ୍ଲା ଉପାଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକରିଣୀ ଶ୍ରୀମତୀ ପ୍ରତିଭା ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକରିଣୀ ଶ୍ରୀମତୀ ପୁଣ୍ୟବତୀ ହେଲେନ ସେସ, ଡି. ପି.ଏମ ବୁଲୁନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ ଏହା ସହିତ ପ୍ରଫେସର ମହେଶ୍ୱର ଶତପଥି, ପୂର୍ବତନ ମନସ୍ତତ୍ୱ  ବିଭାଗର  ପ୍ରାଧ୍ୟାପକ ଉତ୍କଳ ବିଶ୍ଵବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ସାଂମ୍ମାନୀତ ବକ୍ତା ଭାବେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ  ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ ଯୁବ ପିଢ଼ି କୁ ମାନସିକ ସୁସ୍ଥତା ରଖିବା ପାଇଁ ଉପାୟ ବିଷୟରେ ଆଲୋଚନା କରାଯାଇଥିଲା ପ୍ରଫେସର ମହେଶ୍ୱର ଶତପଥି ବିସ୍ତୃତ ଭାବରେ ଏହି ଦିବସ ପାଳନ  ଉଦେଶ୍ୟ ବର୍ଣନା କରିବା ସହ ମାନସିକ ସ୍ୱାସ୍ଥ୍ୟ କୁ ନେଇ ଯୁବପିଢି ମାନଙ୍କ ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନ  ଉତ୍ତର ଦେଇ ଥିଲେ ସଭାରେ ଯୁବପିଢି ମାନଙ୍କର ସିଧାସଳଖ ଯୋଗଦାନ  ଆଲୋଚନା ଖୁବ ଶିକ୍ଷଣୀୟ  ଉପଯୋଗୀ ହୋଇପାରିଥିଲା ବହୁ ସମୟ ଧରି ବକ୍ତବ୍ୟ ଦେବା ପରେ ମଧ୍ୟ ସ୍ରୋତା ମାନେ ମନ୍ତ୍ର ମୁଗ୍ଧ ହୋଇ ଶୁଣିଥିଲେ ପରିଶେଷରେ ପିପୁଲସ ଫୋରମ  ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେଠି ଧନ୍ୟବାଦ ଅର୍ପଣ କରିଥିଲେ  ଝାରସୁଗୁଡା ଦିବ୍ୟଙ୍ଗ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବିବେକାନନ୍ଦ ମିଶ୍ର ମଂଚ ପରିଚାଳନା କରିଥିଲେ ଏହା ସହିତ ଝାରସୁଗୁଡା ଜିଲ୍ଲା ରେ କଟପାଲି ଗ୍ରାମରେ ଥିବା  ପିପୁଲସ ଫୋରମ ଦ୍ୱାରା ପରିଚାଳିତ ଥଇଥାନ କେନ୍ଦ୍ର ମିଶନ ଆଶ୍ରା- ରେ ଥିବା ଝାରଖଣ୍ଡ  ଜଣେ ଅନ୍ତେବାସିନୀ ଙ୍କୁ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା

ଝାରସୁଗୁଡା ଜିଲ୍ଲା  ବିଭିର୍ଣ ମହାବିଦ୍ୟାଳୟ ମାନଙ୍କରେ ମାନସିକ ସ୍ୱାସ୍ଥ୍ୟ ବିଷୟକ ପୂର୍ବରୁ ଡ୍ରଇଂ  ରଚନା ପ୍ରତିଯୋଗିତାର ଆୟୋଜନ ହୋଇଥିଲା  ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାଂମ୍ମାନୀତ କରାଯାଇଥିଲା ଏହା ପରେ ପିପୁଲସ ଫୋରମ  କର୍ମଚାରୀ  ଅନ୍ତେବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ନାଟକ ପରିବେଷଣ କରାଯାଇଥିଲା ଯାହା କି ଦର୍ଶକ ମାନଙ୍କୁ ବିମୋହିତ କରିବା ସହ ଏକ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି ହୋଇଥିଲା  ଏହି ନାଟକକୁ ଗଣେଶ ଚନ୍ଦ୍ର ବଳିଆରସିଂହ ନିର୍ଦେଶନା ଦେଇଥିଲେ  ତତ୍ପଶ୍ଚାତ ଅନ୍ୟାନ୍ୟ ନୃତ୍ୟ  ମଜା ନେଇଥିଲେ ଦର୍ଶକ ମାନେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା  ଏହି ଭଳି ଭଲ କାମ ପାଇଁ ପିପୁଲସ ଫୋରାମ କୁ ସମସ୍ତେ ସାଧୁବାଦ ଜଣାଇଥିଲେ