ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଅସମ୍ଭାଳ ଭିଡ଼

Mar 29, 2024 - 21:09
 7

ପୁରୀ: ପୁରୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଖରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଅସମ୍ଭାଳ ଭିଡ଼। ପଶ୍ଚିମ ଦ୍ବାର ଦେଇ ପଶୁଛନ୍ତି ଭକ୍ତ । ଦଳାଚକଟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।