ବାରିପଦା ବସଷ୍ଟାଣ୍ଡ ରୁ ବସ୍ ଚଳାଚଳ ବନ୍ଦ

Jun 22, 2024 - 16:23
 9

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବସଷ୍ଟାଣ୍ଡରୁ ବସ୍ ଚଳାଚଳ ବନ୍ଦ ରହିଛି। ଗତକାଲି ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବନ୍ଦ ହୋଇଛି ବସ୍ ଚଳାଚଳ। ଗଣ୍ଡଗୋଳ ଘଟଣାରେ ୧୦ ଜଣ ପୋଲିସ୍ ଦ୍ଵାରା ଅଟକ ଥିବା ସୂଚନା ମିଳିଛି। ବାରିପଦା ଟାଉନ ଥାନା ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।