ସ୍ନାନ ବେଦୀରେ ବିଜେ କଲେ ଚତୁର୍ଦ୍ଧା ମୂରତି

Jun 22, 2024 - 16:22
 6
ସ୍ନାନ ବେଦୀରେ ବିଜେ କଲେ ଚତୁର୍ଦ୍ଧା ମୂରତି

ପୁରୀ: ଅଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ସ୍ନାନ ବେଦୀରେ ବିଜେ କଲେ ଚତୁର୍ଦ୍ଧା ମୂରତି। ଅଗଣିତ ଭକ୍ତଙ୍କ ମେଳରେ ସ୍ନାନବେଦୀରେ ବିରାଜମାନ ହେଲେ ତିନି ଠାକୁର ଏହା ପରେ ଆରମ୍ଭ ହେଲା ଦୁର୍ଲଭ ସାଧାରଣ ଦର୍ଶନ। ଆଜି ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ତିନି ଠାକୁର।