ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀଙ୍କ ମୃତଦେହ ଉଦ୍ଧାର

Mar 5, 2025 - 00:16
 115

କେଉଁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁର ଅଙ୍ଗନବାଡ଼ି କେନ୍ଦ୍ରରୁ ମୃତଦେହ ଜଣେ କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରୁ ସୁଇସାଇଡ ନୋଟ୍‌ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ହତ୍ୟା କି ଆତ୍ମହତ୍ୟା ଜଣାପପଡ଼ିନାହିଁ।