ଏସୀୟ କ୍ରୀଡ଼ାରେ ୧୦୦ ଛୁଇଁଲା ଭାରତର ପଦକ ସଂଖ୍ୟା

Oct 7, 2023 - 16:08
 43
ଏସୀୟ କ୍ରୀଡ଼ାରେ ୧୦୦ ଛୁଇଁଲା ଭାରତର ପଦକ ସଂଖ୍ୟା

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପ୍ରଥମ ଥର ଭାରତର ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଲା। ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ମୋଟ ୧୦୦ ପଦକ ପାଇଲା ଭାରତ। ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।