ମାମଲା ଶୁଣାଣି ବେଳେ କୋର୍ଟ ହଲ୍ ରେ ପଥର ଫିଙ୍ଗିଲେ ଯୁବକ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏସ୍ ଡି ଜେଏମ୍ କୋର୍ଟ ହଲ୍ ରେ ଏକ ମାମଲାର ଶୁଣାଣି ବେଳେ ପଥର ଫିଙ୍ଗିଲେ ଜଣେ ଯୁବକ। ପଥର ମାଡ଼ରୁ ଅଳ୍ପକେ ବାର୍ତ୍ତିଲେ ବିଚାରପତି। ତେବେ ହଲ୍ ରେ ଥିବା ଏକ କମ୍ପ୍ୟୁଟର ଭାଙ୍ଗିଯାଇଛି । ସଂପୃକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ୍ ।