ଭୁବନେଶ୍ୱରରେ ଜଜ୍ ଙ୍କ ଘରୁ ଚୋରି

Dec 8, 2023 - 18:33
 10

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ଥିବା ଜଣେ ଜଜ୍ ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଜ୍ ଙ୍କ ଘରେ ଭଡ଼ା ରହିଥିବା ବ୍ୟକ୍ତିଙ୍କ ଘରୁ ୮୦୦୦ ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି। ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।