ସାକ୍ଷୀଗୋପୀନାଥ ମନ୍ଦିରରୁ ଚୋରି; ୨ ଅଟକ

Dec 17, 2023 - 16:37
 113

ସତ୍ୟବାଦୀ: ପୁରୀ ଜିଲ୍ଲା ସାକ୍ଷୀଗୋପୀନାଥ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଚୋରି ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ସତ୍ୟବାଦୀ ପୋଲିସ୍। ସୁନା, ରୂପା, ଅଳଂକାର ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି।