ଯାଜପୁରରେ ବ୍ୟାଙ୍କ୍ ସମ୍ମୁଖରୁ ୪ ଲକ୍ଷ ଲୁଟ୍

Jan 4, 2024 - 18:29
 10

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସମ୍ମୁଖରୁ ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। ଜଣେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ୍ ରୁ ଗୋଷ୍ଠୀ ଋଣ ଟଙ୍କା ନେଇ ଯାଉଥିବା ବେଳେ ଘଟିଛି ଘଟଣା।