ଓଡ଼ିଶାରେ JN.1 ଆକ୍ରାନ୍ତ ଚିହ୍ନଟ

Jan 4, 2024 - 18:37
 6

ଭୁବନେଶ୍ୱର: ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି। ଦୁଇ ନୂଆ ଭାରିଆଣ୍ଟ JN.1 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜଣେ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର। ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଦୁଇ ଜଣ ଆକ୍ରାନ୍ତ କେରଳରୁ ଫେରିଥିଲେ।