ବାଲେଶ୍ୱରରେ ନକଲି ଆର୍‌ଟିଓ ଅଫିସ ଠାବ

Mar 21, 2024 - 22:13
 47

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏକ ନକଲି ଆରଟିଓ ଅଫିସ ଠାବ ହୋଇଛି । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଟୋଲଗେଟରେ ଗାଡ଼ି ଅଟକିବା ବେଳେ ଚାଲାଣ କାଟୁଥିବା ଅଭିଯୋଗ। ନକଲି କାଗଜପତ୍ର ସହ ନକଲି ଷ୍ଟାମ୍ପ ଓ ପ୍ରିଣ୍ଟର ଜବତ କରିଛି ପୋଲିସ।