ଭୁବନେଶ୍ୱରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବତୀ ଗିରଫ

Mar 23, 2024 - 22:42
 88

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ଓ ୨ ଜଣ ଯୁବତୀ ଗିରଫ ହୋଇଥିବା ସୂଚନା। ଗିରଫ ଯୁବତୀ ୨ ଜଣ ଭୁବନେଶ୍ବରରେ ଏକ ଘର ଭଡ଼ା ନେଇ ନିଶା କାରବାର କରୁଥିଲେ। କାକଟପୁର ଓ ବାଲେଶ୍ବରର ୨ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ ଥିଲେ। ଗିରଫ ୨ ଯୁବତୀଙ୍କୁ କୋର୍ଟ ଚାଲାଣ କରୁଛି କମିଶନରେଟ ପୋଲିସ।