ଅପହୃତ ମିଲ୍‌ ମାଲିକ ଉଦ୍ଧାର, ୩ ଗିରଫ

Jul 15, 2024 - 14:27
 12

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରୁ ଅପହୃତ ମିଲ୍‌ ମାଲିକ ଉଦ୍ଧାର ହୋଇଥିବା ସୂଚନା। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଅପହରଣ ୪୮ ଘଣ୍ଟା ପରେ ମିଲ୍‌ ମାଲିକ ଉଦ୍ଧାର ହୋଇଛନ୍ତି। କାଲି ବିଳମ୍ବିତ ରାତିରେ ମିଲ୍‌ ମାଲିକଙ୍କୁ ଉଦ୍ଧାର କଲା ପୋଲିସ। ଅଭିଯୁକ୍ତଙ୍କ ଠାରୁ ଏକ କାର୍‌ ଜବତ ହୋଇଛି।