SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ

Aug 13, 2024 - 21:56
 72

କଟକ : କଟକ SCB ମେଡିକାଲ୍ ରେ ଦୁଇ ଜଣ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ ହୋଇଛନ୍ତି। କାର୍ଡଓଲୋଜି ବିଭାଗରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କଲା ପୁଲିସ । ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।