ଜି. ଉଦୟଗିରି ଓଡ଼ିଶାର ସବୁଠୁ ଥଣ୍ଡା ଅଞ୍ଚଳ

Oct 27, 2023 - 12:58
 8

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ଓଡିଶାର ସବୁଠୁ କମ୍ ତାପମାତ୍ର ରେକର୍ଡ କରାଯାଇଛି। ୧୩ ଡିଗ୍ରୀ ତାପମାତ୍ର ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଥିଲା। କୋରାପୁଟର ତାପମାତ୍ରା ୧୩.୮ ଡିଗ୍ରୀ ହୋଇଥିବା ବେଳେ କିରେଇରେ ୧୪ ଓ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।