ଅକ୍ଟୋବର ୨୮ ଓ ୨୯ ରେ ଚନ୍ଦ୍ରଗ୍ରହଣ

Oct 26, 2023 - 17:21
 59
ଅକ୍ଟୋବର ୨୮ ଓ ୨୯ ରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଅକ୍ଟୋବର ୨୮ ଓ ୨୯ ତାରିଖରେ ହେବ ଆଂଶିକ ଚନ୍ଦ୍ରଗ୍ରହଣ। ଦେଶର ସବୁ ସ୍ଥାନରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଅକ୍ଟୋବର ୨୮ ତାରିଖ ମଧ୍ୟରାତ୍ରିରେ ଚନ୍ଦ୍ରଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ୨୯ ତାରିଖ ରାତି ୧ଟା ୫ରୁ ଆରମ୍ଭ ହେବ ଗ୍ରହଣ। ୧ ଘଣ୍ଟା ୧୯ ମିନିଟ୍ ର ଚନ୍ଦ୍ରଗ୍ରହଣ ରାତି ୨ଟା ୨୪ ରେ ସରିବ। ସେପ୍ଟେମ୍ବର ୭, ୨୦୨୫ ରେ ହେବ ପରବର୍ତ୍ତୀ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ।