ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା

Sep 28, 2023 - 13:55
 59
ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା

କାମାକ୍ଷାନଗର: ଜଣେ ଜେଲ୍ ଫେରନ୍ତା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା କରଯାଇଛି। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲାର ଆଳୁତୁମା ରେଳ ଓଭରବ୍ରିଜ ନିକଟ ସଉରିଆ ପାଖରେ ହତ୍ୟାକାଣ୍ଡ ହୋଇଛି। ମୃତକ ନିରଞ୍ଜନ ସାହୁ ୬ ମାସ ତଳେ ଜେଲ୍ ରୁ ଫେରିଥିଲେ। ପୂର୍ବତନ ସମିତି ସଭ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ।