୧୨ ଫୁଟ୍ ଲମ୍ବ ର କିଙ୍ଗ କୋବ୍ରା ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ନବଘନପୁର ଗାଁରେ ଏକ ଘରୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି। ସ୍ନେକ୍ ହେଲ୍ପଲାଇନ ସଦସ୍ୟ ୧୨ ଫୁଟ୍ ଲମ୍ବ ର ସାପଟିକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି। ପ୍ରସନ୍ନ ବାରିକଙ୍କ ଘରୁ ସାପଟି ଉଦ୍ଧାର ହୋଇଥିବା ସୂଚନା ମିଳିଛି।