ସାଢେ଼ ୯ଟାରେ ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀ

Feb 21, 2024 - 18:19
 56

ଭୁବନେଶ୍ୱର: ଆଜି ସକାଳ ସାଢେ଼ ୯ଟାରେ ଭୁବନେଶ୍ଵରର ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ଆହୁରି ବଢ଼ିବ ତାତି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ସହ ରାଜ୍ୟର ଅନ୍ୟ କିଛି ସ୍ଥାନରେ ୩ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା।