ଢେଙ୍କାନାଳ ଷ୍ଟେସନ୍ ରୁ ବାହାରିଲା ଆସ୍ଥା ଟ୍ରେନ୍
ଢେଙ୍କାନାଳ: ଆଜି ଢେଙ୍କାନାଳ ରେଳ ଷ୍ଟେସନ୍ ରୁ ଅଯୋଧ୍ୟା ଅଭିମୁଖେ ବାହାରିଲା ସ୍ଵତନ୍ତ୍ର ଆସ୍ଥା ଟ୍ରେନ୍। ରାମଲାଲାଙ୍କ ଦର୍ଶନ ପାଇଁ ଟ୍ରେନ୍ ରେ ବାହାରିଲେ ୪୦୨ ଜଣ ୫୦ ରୁ ୬୦ ବର୍ଷ ବୟସ୍କ ଯାତ୍ରୀ। କଟକୃରୁ ମଧ୍ୟ କିଛି ଯାତ୍ରୀ ଏହି ଟ୍ରେନ୍ ରେ ଚଢ଼ିବେ।