ବ୍ୟାଙ୍କରେ ଜମା ହେଲା ମହାପ୍ରଭୁଙ୍କ ୩୯ କୋଟି ଟଙ୍କା

Mar 18, 2024 - 20:52
 10
ବ୍ୟାଙ୍କରେ ଜମା ହେଲା ମହାପ୍ରଭୁଙ୍କ ୩୯ କୋଟି ଟଙ୍କା

ପୁରୀ: ପୁରୀ ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହେଲା। ୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଜମା ନେଲା କାନାରା ବ୍ୟାଙ୍କ। ୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।