ମହାନଦୀରେ ବୁଡ଼ିଲା ଡଙ୍ଗା, ଜଣେ ନିଖୋଜ

Apr 4, 2024 - 22:30
 5

କଟକ: କଟକ ବାଙ୍କୀ ନିକଟ ମହାନଦୀରେ ବୁଡ଼ିଲା ଡଙ୍ଗା । ଗୋପାଳପୁର ଘାଟରେ ଡଙ୍ଗା ବୁଡ଼ି ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ୨ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି।