ପୁରୀ ସହରରେ ବ୍ୟାପୁଛି ଝାଡ଼ାବାନ୍ତି
ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି। ବାଲିସାହି , ରେଡ୍କ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ୩୦ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ସୁସ୍ଥ ହୋଇଥିବାଜଣାପଡ଼ିଛି। ବରାହୀ ଲେନ୍ରେ ଝାଡ଼ାବାନ୍ତିରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି।