ଆଣ୍ଟି ସବ୍ମେରାଇନ ମିଜାଇଲ୍ ପରୀକ୍ଷଣ
ବାଲେଶ୍ୱର: ସ୍ମାର୍ଟ-୩ ଆଣ୍ଟି ସବ୍ମେରାଇନ ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ ହୋଇଛି। ବାଲେଶ୍ୱର ଜିଲ୍ଲା ଅବଦୁଲ କଲାମ ଦୀପରୁ ସକାଳ ୮ଟା ୩୫ରେ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଡିଆରଡିଓ ପ୍ରସ୍ତୁତ ଏହି ମିଜାଇଲ୍ ୬୪୩ କିମି ଲକ୍ଷ୍ୟଭେଦ କରିବ। ଶତ୍ରୁପକ୍ଷର ସମସ୍ତ କ୍ଷେପଣାସ୍ତ୍ରକୁ ଧ୍ବଂସ କରିବାରେ ସମର୍ଥ ଏହି ମିଜାଇଲ।