ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ
କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ଦେହାନ୍ତ ହୋଇଛି। କେନ୍ଦୁଝର ଜିଲ୍ଲା ପୁରୁଣା ବଜାର ବାସଭବନରେ ୮୮ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ହେଉଥିଲେ ଚିକିତ୍ସିତ । କାଠ କଣ୍ଢେଇ ନୃତ୍ୟ ପାଇଁ ୨୦୨୩ ରେ ପାଇଥିଲେ ପଦ୍ମଶ୍ରୀ।