କୋରାପୁଟରେ ଆନ୍ଥରାକ୍ସ ଆକ୍ରାନ୍ତ ଚିହ୍ନଟ
କୋରାପୁଟ: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ ଦଶମନ୍ତପୁରରେ ଆନ୍ଥରାକ୍ସ ଚିହ୍ନଟ ହୋଇଛନ୍ତି। ୧୧ ସନ୍ଦିଗ୍ଦ ମାମଲାରୁ ୨ ଆନ୍ଥରାକ୍ସରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା। ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଛି। ସ୍ୱାସ୍ଥ୍ୟ ଯାଞ୍ଚ କରୁଛି ରାପିଡ୍ ଆକ୍ସନ୍ ଟିମ୍।