ଜୁନ୍ ୩୦ ଯାଏଁ ବାତିଲ୍ ହେଲା ଓଡ଼ିଶାର ସରକାରୀ ଅଧିକାରୀଙ୍କ ଛୁଟି

Jun 11, 2024 - 20:06
 13

ଭୁବନେଶ୍ୱର: ଜୁନ୍ ୩୦ ତାରିଖ ଯାଏଁ ଓଡ଼ିଶାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ହେଲା ବାତିଲ୍ କରାଯାଇଛି। ନୂଆ ସରକାରଙ୍କ ଶପଥ ସମାରୋହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅଧିକାରୀମାନେ ହେଡକ୍ବାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଛୁଟି ଦିନରେ ବି ରହିବେ ଉପସ୍ଥିତ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କେବଳ ସ୍ବାସ୍ଥ୍ୟ ଖରାପ ଥିଲେ ଛୁଟିରେ ରହିପାରିବେ ।