ଟ୍ରକ୍ ରୁ ଗୋମାଂସ ଜବତ

Jun 30, 2024 - 16:44
 11
ଟ୍ରକ୍ ରୁ ଗୋମାଂସ ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ପକୁଡ଼ିବନ୍ଧ ଛକରେ ଏକ ଗୋ ମାଂସ ଭର୍ତ୍ତି ଟ୍ରକ୍ ଜବତ ହୋଇଛି। ଟ୍ରକ୍ କୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଖବର ପାଇ ପୋଲିସ୍ ପହଞ୍ଚି ଟ୍ରକ୍ ଜବତ କରିଛି।