ପାହାଳରେ ଜଳିଗଲା ଗୋଦାମ ଘର

Jul 6, 2024 - 23:45
 27

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏକ ଗୋଦାମ ଘରେ ନିଆଁ ଲାଗିଥିବା ସୂଚନା। ଏସି ଓ ଫ୍ରିଜ୍ ପାର୍ଟ ଥିବା ଗୋଦାମରେ ସାର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ୩ ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।