ମହିଳାଙ୍କୁ କଚାଡି ମାରିଲା ଦନ୍ତା ହାତୀ

Jul 7, 2024 - 16:22
 51

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଗିରିଧର ପ୍ରସାଦ ଗ୍ରାମରେ ଘଟିଛି ମହିଳାଙ୍କୁ କଚାଡି ମାରିଲା ଦନ୍ତା ହାତୀ। ଘର ଭିତରେ ପରିବାର ଲୋକଙ୍କ ସାମ୍ନାରେ ମହିଳାଙ୍କୁ ଘୋଷାଡ଼ି ମାରିଲା ହାତୀ । ମୃତ ମହିଳା ହେଲେ ଗିରିଧର ପ୍ରସାଦ ଗ୍ରାମର ସୌଭାଗିନୀ ପଟ୍ଟନାୟକ ବୋଲି ଜଣାପଡିଛି। ଆଜି ସକାଳ ୫ଟା ସମୟରେ ସୌଭାଗିନୀ ଘର ଅଗଣା ଝାଡୁ କରୁଥିବା ବେଳେ ଘଟିଛି ଏହି ଅଘଟଣ।