ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ବିଜେ

Jul 9, 2024 - 22:47
 70
ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ବିଜେ

ପୁରୀ: ଦୁଇ ଦିନିଆ ଘୋଷଯାତ୍ରା ଯୋଗୁଁ ପୁରୀ ବଡ଼ଦାଣ୍ଡରେ ଅଗଣିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ଶ୍ରୀଗୁଣ୍ଡିଚା ସମ୍ମୁଖ ଶରଧାବାଲିରେ ରଥ ଉପରେ ଆଜି ଦିନ ସାରା ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ବିଜେ।