କେରଳରେ ଫେରିଲା ମାସ୍କ କଟକଣା

Jul 21, 2024 - 20:37
 7

ଭୁବନେଶ୍ୱର: କେରଳ ମାଲାପୁରମରେ ଜଣେ ୧୪ ବର୍ଷୀୟ ବାଳକ ନିପା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାହା ସଂସ୍ପର୍ଷରୁ ଏହା ଆସିଛି ଜାଣିବାକୁ ସରକାରୀଙ୍କ ତତ୍ପରତା ବଢ଼ିଛି। ଆକ୍ରାନ୍ତ ଚିହ୍ନଟ ଅଞ୍ଚଳର ୩ କିମି ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ପ୍ରଶାସନ ।