ପୁରୀରେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ

Aug 11, 2024 - 21:10
 44
ପୁରୀରେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ। ଭୋଇ ସର୍ଦ୍ଦାରଙ୍କ ଦ୍ଵାରା ଚାଲିଛି ରଥ ଭଙ୍ଗା କାମ। ଆସନ୍ତା ୧୦ ରୁ ୧୨ ଦିନ ମଧ୍ୟରେ ତିନି ରଥ ଭଙ୍ଗା କାର୍ଯ୍ୟ ଶେଷ କରାଯିବା ପାଇଁ ନିଷ୍ପତି ନିଆଯାଇଛି।