ୱାଇ ବି ଖୁରାନିଆ ହେଲେ ଓଡ଼ିଶା ଡିଜିପି

Aug 16, 2024 - 18:13
 6
ୱାଇ ବି ଖୁରାନିଆ ହେଲେ ଓଡ଼ିଶା ଡିଜିପି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ ବି ଖୁରାନିଆ ହେଲେ ଓଡ଼ିଶାର ନୂଆ ଡିଜିପି। ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଖୁରାନିଆ ବର୍ଡର ସେକ୍ୟୁରିଟି ଫୋର୍ସର ଡିଜି ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ନୟାଗଡ଼, ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମ, ଯାଜପୁର ଏସପି ଭାବେ ମଧ୍ୟ କାମ କରିଛନ୍ତି।