୨ ଯୁବକଙ୍କ ମୃତଦେହ ଉଦ୍ଧାର

Sep 15, 2024 - 22:14
 53

ଜଗତସିଂହପୁର: ଜଗତସିଂହୁରରେ ଜିଲ୍ଲାରେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରଘୁନାଥପୁର ଥାନା ତାରପୁର ନିକଟ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା। ୨ ମୃତକ ଗୋକୁଳପୁର ଗାଁର, ଗତକାଲିଠୁ କଟକ ଆସି ଫେରିନଥିଲେ ଆଜି ସନ୍ଧ୍ୟାରେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିଲେ ଲୋକେ। ଘଟଣାସ୍ଥଳରୁ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି।