ମାଞ୍ଜା ସୂତା ବିକିଲେ କାର୍ଯ୍ୟାନୁଷ୍ଠାନ

Dec 14, 2024 - 21:40
 7

କଟକ: ମାଞ୍ଜା ସୂତା ବିକ୍ରି କଲେ ପୋଲିସ ନେବ କଡ଼ା କାର୍ଯ୍ୟାନୁଷ୍ଠାନ। ବିକ୍ରି କିମ୍ବା ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ନେବ କାର୍ଯ୍ୟନୁଷ୍ଠାନ। ମାଞ୍ଜା ସୂତା ବ୍ୟାନ୍ ସହ ବିକ୍ରି ଉପରେ କଟକଣା ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ମାଞ୍ଜା ସୂତା ବିକ୍ରି ନକରିବାକୁ ବ୍ୟବସାୟୀଙ୍କୁ କଟକ କମିଶନରେଟ୍ ପୋଲିସ୍ ନିର୍ଦ୍ଦେଶ ଦେଇଛି।