ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି

Jan 4, 2025 - 21:40
 6
ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି

କଟକ: କଟକ ଖାନନଗର ଖପୁରିଆରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି ହୋଇଛି। କାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ହନୁମାନଙ୍କ ସୁନା ଓ ରୁପା ଅଳଙ୍କାର ଚୋରି କରିଛନ୍ତି ଦୃର୍ବୁତ୍ତ। ଘଟଣାସ୍ଥଳରେ ମଧୁପାଟଣା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।