ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପରେ ବିଭିନ୍ନ ରୁଟ୍ରେ ଗଡ଼ିବ ଡବଲ ଡେକର ବସ୍
ଭୁବନେଶ୍ୱର: ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପରେ ବିଭିନ୍ନ ରୁଟ୍ରେ ଚାଲିବ ଡବଲ ଡେକର ବସ୍। ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯିବ ବସ୍। ଏବେ ୨ଟି ଡବଲ ଡେକର ବସ ଆସିଛି, ଆଉ ୨ଟି ଆସିବ ବୋଲି କହିଲେ ଓଡ଼ିଶା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।