ଓଏସ୍ ଆର୍ ଟି ସି ବସ୍ ଓଲଟି ଜଣେ ମୃତ, ୪୫ ଆହତ
ପାଲଲହଡ଼ା: ଅନୁଗୁଳ ଜିଲ୍ଲାରେ ଓଲଟିଲା ଓଏସ୍ ଆର୍ ଟି ସି ବସ୍। ବସ୍ ଓଲଟି ୪୫ ଜଣ ଆହତ ହୋଇଛନ୍ତି। ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଦୁର୍ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ଅନୁଗୁଳ ଆସୁଥିବା ବେଳେ ଓଲଟିଲା ବସ୍।
fingerprint news b... Feb 21, 2025 148
fingerprint news b... Nov 20, 2024 120
fingerprint news b... Oct 5, 2024 123
fingerprint news b... Mar 13, 2025 118
fingerprint news b... Jan 10, 2025 118
Join our subscribers list to get the latest news, updates and special offers directly in your inbox
ପାଲଲହଡ଼ା: ଅନୁଗୁଳ ଜିଲ୍ଲାରେ ଓଲଟିଲା ଓଏସ୍ ଆର୍ ଟି ସି ବସ୍। ବସ୍ ଓଲଟି ୪୫ ଜଣ ଆହତ ହୋଇଛନ୍ତି। ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଦୁର୍ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ଅନୁଗୁଳ ଆସୁଥିବା ବେଳେ ଓଲଟିଲା ବସ୍।
fingerprint news b... Feb 28, 2026 0
fingerprint news b... Feb 28, 2026 0
fingerprint news b... Feb 28, 2026 18
fingerprint news b... Feb 28, 2026 4