ବିବାହ ମଣ୍ଡପରୁ ଲୁଟ୍‌ ଘଟଣା: ପୁରୀରୁ ଲୁଟେରା ଗିରଫ

Feb 4, 2025 - 20:24
 47

ଭୁବନେଶ୍ଵର: ବିବାହ ମଣ୍ଡପରୁ ଲୁଟ୍‌ କରୁଥିବା ଲୁଟେରା ପୁରୀରୁ ଗିରଫ ହୋଇଛି। ପୁରୀର ଏକ ବିବାହ ମଣ୍ଡପରୁ ଲୁଟ୍‌ବେଳେ ଗିରଫ କରିଛି ପୋଲିସ୍। ଗତ ଶନିବାର ଭୁବନେଶ୍ବର ମୈତ୍ରୀ ବିହାର ମଣ୍ଡପରୁ ଲୁଟ୍‌ କରିଥିଲା ଅଭିଯୁକ୍ତ। ବରଯାତ୍ରୀ ବେଶରେ ଆସି ଗିଫ୍ଟ ବ୍ୟାଗ ଲୁଟି ନେଉଥିଲା ରିତେଶ ଶିସୋଦିଆ।