ମୋ ବସ୍‌ ଧକ୍କାରେ ଗଲା ନାବାଳିକାର ଜୀବନ

Feb 4, 2025 - 20:25
 46
ମୋ ବସ୍‌ ଧକ୍କାରେ ଗଲା ନାବାଳିକାର ଜୀବନ

ଭୁବନେଶ୍ୱର: ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ମୋ ବସ୍‌ ଧକ୍କାରେ ଗଲା ନାବାଳିକାର ଜୀବନ। ଦୁର୍ଘଟଣା ପରେ ରାସ୍ତା ବନ୍ଦ କଲେ ସ୍ଥାନୀୟ ଲୋକେ। ସାଇକେଲରେ ଯାଉଥିବା ବେଳେ ୧୨ ବର୍ଷର ଝିଅକୁ ଧକ୍କା ଦେଲା ମୋ ବସ୍।