ନରେନ୍ଦ୍ର ପୋଖରୀରୁ ବାହାରିଲା ଚାପ ଡଙ୍ଗା
ପୁରୀ: ପୁରୀ ନରେନ୍ଦ୍ର ପୋଖରୀରୁ ବାହାରିଲା ଚାପ ଡଙ୍ଗା। ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୋଖରୀରେ ଚାପ ଖେଳିବେ ମହାପ୍ରଭୂ। ସେଥି ପାଇଁ ନରେନ୍ଦ୍ର ପୋଖରୀରୁ ବାହାରିଲା ଚାପ ଡଙ୍ଗା। ପୋଖରୀରୁ ୫ଟି ଡଙ୍ଗା କାଢ଼ିଲେ ଭୋଇ ସେବାୟତ।