ମହୁମାଛି ଆକ୍ରମଣରେ ୮ ସ୍କୁଲ୍ ଛାତ୍ରଛାତ୍ରୀ ଆହତ
ବଡ଼ବିଲ: କେନ୍ଦୁଝର ଜିଲ୍ଲା କାଲିକାପ୍ରସାଦ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଥିବା ସୂଚନା। ଅଟୋ ରେ ସ୍କୁଲ୍ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ୮ ଛାତ୍ରଛାତ୍ରୀ। ସେମାନଙ୍କୁ ଚମ୍ପୁଆ ମେଡିକାଲ ରେ ଭର୍ତ୍ତି କରାଯାଇଛି।