ପୁରୀ ଶ୍ରୀମନ୍ଦିରର ନୂତନ କ୍ୟାଲେଣ୍ଡର ଉନ୍ମୋଚିତ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ନୂତନ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜିଉଙ୍କ ଦର୍ଶନ ପରେ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୂଖ୍ୟମନ୍ତ୍ରୀ। ଆସନ୍ତାକାଲିଠୁ ପ୍ରଚଳନ ହେବ ନୂଆ କ୍ୟାଲେଣ୍ଡର। ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ କହିଲେ ଯେ ବର୍ଷ ତମାମର ବିଭିନ୍ନ କାର୍ଯ୍ୟକ୍ରମ, ଜାନିଯାତ୍ରା ଓ ଅନ୍ୟାନ୍ୟ ସୁଭକାର୍ଯ୍ୟ ଏହି କ୍ୟାଲେଣ୍ଡର ଅନୁସାରେ ପାଳନ ହୋଇଥାଏ। ଓଡ଼ିଆ ଲୋକ ଓ ଓଡ଼ିଆ ଅସ୍ମିତା ପାଇଁ ଆମେ ଏହା ଅନୁସାରେ ପାଳନ କରିଥାଉ। କ୍ୟାଲେଣ୍ଡର ଉନ୍ମୋଚନ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ