ରାୟଗଡ଼ାରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ବନ୍ଦିରି ଗାଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୂଅ ସଫା କଲାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ। କୂଅ ସଫା କରୁଥିବା ସମୟରେ ଶ୍ୱାସରୁଦ୍ଧ ହେଲେ। ମୃତକ ହେଲେ ତେତେ ତାଙ୍ଗାରଙ୍ଗା ଓ ଚିତ୍ତରଞ୍ଜନ ତାଙ୍ଗାରଙ୍ଗା।