ହସ୍ପିଟାଲ ଲିଫ୍ଟରେ ଫସି ମହିଳା ରୋଗୀ ମୃତ
ଭଦ୍ରକ : ହସ୍ପିଟାଲ ଲିଫ୍ଟରେ ଫସି ଜଣେ ମହିଳା ରୋଗୀ ପ୍ରାଣ ହରାଇଥିବା ସୂଚନା। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟରେ ଫସି ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲରେ ନାମ ଲେଖାଇବା ପରେ ଏକ ୱାର୍ଡକୁ ଲିଫ୍ଟରେ ମହିଳାଙ୍କୁ ସ୍ଥାନାନ୍ତର ବେଳେ ଘଟିଛି ଏହି ଅଘଟଣ।