ଦୁର୍ଦ୍ଦାନ୍ତ ଅପରାଧୀ ହୁଣ୍ଡକୁ ଏନ୍‌କାଉଣ୍ଟର

Apr 24, 2025 - 20:15
 39
ଦୁର୍ଦ୍ଦାନ୍ତ ଅପରାଧୀ ହୁଣ୍ଡକୁ ଏନ୍‌କାଉଣ୍ଟର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁରରେ ଅପରାଧୀ ଦେବାଶିଷ ବେହେରା ଓରଫ୍ ହୁଣ୍ଡକୁ ଏନ୍‌କାଉଣ୍ଟର କରିଛି ପୋଲିସ। ହଣ୍ଡୁର ଗୋଡ଼ରେ ବାଜିଛି ଗୁଳି। ଆହତ ହୁଣ୍ଡକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ଓ ପରେ ଗୁରୁତର ଅବସ୍ଥାରେ କଟକ ଏସ୍ ସି ବି ସ୍ଥାନାନ୍ତର କରାଯାଇଛି। ଗ୍ୟାଙ୍ଗ ଅଫ୍‌ ଫରେଷ୍ଟର ସଦସ୍ୟ ହୁଣ୍ଡ ନାଁରେ ବିଭିନ୍ନ ଥାନାରେ ରହିଛି ହତ୍ୟା ଓ ଡକାୟତି ଭଳି ୨୦ରୁ ଊର୍ଦ୍ଧ୍ବ ମାମଲା।